ଭୁବନେଶ୍ୱର : ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା। ଗଞ୍ଜେଇ ଚାଷରୁ ନିବୃତ କରାଇବା ଓ ରାଜ୍ୟକୁ ସମ୍ପୂର୍ଣ ଗଞ୍ଜେଇ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥବିରାଜ ହରିଚନ୍ଦନ। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ସର୍ବାଧିକ ନଷ୍ଟ ହୋଇଛି। ଜନଜାତିର ଲୋକଙ୍କୁ ଗଞ୍ଜେଇ ଚାଷ ପାଇଁ ପ୍ରଲୋଭିତ କରାଯାଉଛି। ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ସେଥିପାଇଁ ପୋଲିସ ବିଭାଗ ସହ ଆଲୋଚନା ହେଉଛି।
powered by social2s

