ହସ୍ପ଼ିଟାଲରେ ଔଷଧ ଓ ଭେଣ୍ଟ଼ିଲେଟର ମହଜୁଦ ରଖ଼ିବାକୁ ନିର୍ଦ୍ଦେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର:: ରାଜ୍ୟରେ କୋଭ଼ିଡ ସଂକ୍ରମଣ ବୃଦ୍ଧ଼ି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା-"ଦେଶର ସ୍ଥ଼ିତ଼ିତୁଳନାରେ ଓଡିଶାର ସ୍ଥ଼ିତ଼ି ଭଲ ଅଛ଼ି। ସୀମାନ୍ତ ଜ଼ିଲ୍ଲାଗୁଡ଼ିକର ଜ଼ିଲ୍ଲାପାଳ
ମାନଙ୍କୁ ସତର୍କ ରହ଼ିବାକୁ କୁହାଯାଇଛ଼ି। ସବୁ ହସ୍ପ଼ିଟାଲରେ ଔଷଧ ଓ ଭେଣ୍ଟ଼ିଲେଟର ମହଜୁଦ
ରଖ଼ିବାକୁ କୁହାଯାଇଛ଼ି।"

powered by social2s