ଫୁଲବାଣୀକୁ ଫେରିଲା କଣ୍ଟେନମେଣ୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ୩ ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ। ଡାକପାଲା, ମାଷ୍ଟରପଡା ଓ କେନ୍ଦୁପଦରର କିଛି ଅଂଚଳ କଣ୍ଟେନମେଣ୍ଟ ଜୋନ । କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ । ଫୁଲବାଣୀ ସହରରେ ୧୨ କୋରୋନା ପଜିଟିଭ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି।

powered by social2s