ଭୁବନେଶ୍ୱର ଏସବିଆଇ ମେନ ବ୍ରାଞ୍ଚ ସିଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଏସବିଆଇ ମେନ ବ୍ରାଞ୍ଚ ସିଲ କରିଛି ବିଏମସି। ଏସବିଆଇ ରୁ ଏକାବେଳେ ୭ କରୋନା ଆକ୍ରାନ୍ତ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ୪୮

ଘଣ୍ଟା ପାଇଁ  ସିଲ କରାଯାଇଛି ଏସବିଆଇ ଅଫିସ। ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।

powered by social2s