ଓଡ଼ିଶାରେ ଲାଗୁ ହୋଇପାରେ ଦିନ ବେଳା କର୍ଫ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନ ବେଳା କର୍ଫ୍ୟୁ ଲାଗିପାରେ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ୪/୫ ଦିନ ମଧ୍ୟରେ ଏହି ବିଷୟରେ ନିଷ୍ପତ୍ତି ନିଆଯିବ। ମୁଖ୍ୟମନ୍ତ୍ରୀ ଏନେଇ ଅନୁଧ୍ୟାନ କରୁଛନ୍ତି। ତେଣୁ ସମସ୍ତେ କରୋନା କଟକଣା ମାନି ଚଳିବା ଉଚିତ ବୋଲି କହିଛନ୍ତି ବାଚସ୍ପତି। ଆଜି ପ୍ରଥମ ଥର ପାଇଁ ଭୁବନେଶ୍ବର ରେଳ ଷ୍ଟେସନରୁ ଦୁଇ ଜଣ ଯାତ୍ରୀ କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

powered by social2s