ନକ୍ସଲ ମୁକାବିଲା ପାଇଁ ଓଡ଼ିଶା ପ୍ରତିବଦ୍ଧ: ଓଡିଶା ଡି ଜି ପି ଅଭୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ନକ୍ସଲ ମୁକାବିଲା ପାଇଁ ଓଡ଼ିଶା ପ୍ରତିବଦ୍ଧ ବୋଲି କହିଲେ ଓଡିଶା ଡି ଜି ପି ଅଭୟ। ଛତିଶଗଡ଼ ସୁଖମା ଅଂଚଳରେ ଗୁଳି ବିନିମୟ ହୋଇ ୨୨ ଯବାନ ସହୀଦ ହୋଇଛନ୍ତି । ୧୫ ନକ୍ସଲ ମଧ୍ୟ ନିହତ ହୋଇଥିବାର ସୂଚନା ମିଳିଛି। ଗତକାଲି ପ୍ରାୟ ୪ ଘଣ୍ଟା ନକ୍ସଲ ଏବଂ ସୁରକ୍ଷାକର୍ମୀ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଓଡ଼ିଶାରେ ମାଓବାଦୀ ଙ୍କ ସଂଖ୍ୟା ଓ ପ୍ରଭାବ କମିଛି ବୋଲି ଡି ଜି ପି ସୂଚନା ଦେଇଛନ୍ତି।

powered by social2s