ଓଡ଼ିଶାରେ ବର୍ତ୍ତମାନ ହେବନି ଦିନ କର୍ଫ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଦିନ କର୍ଫ୍ୟୁ ହେବ ନାହିଁ ବୋଲି ଏସ୍ଆରସି କହିଛନ୍ତି। ଏବେ ଦିନ କର୍ଫ୍ୟୁର ଆବଶ୍ୟକତା ନାହିଁ ବୋଲି ଏସ୍ଆରସି ସ୍ପଷ୍ଟୀକରଣ ଦେଇଛନ୍ତି। କୋଭିଡ ସ୍ତିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ରାଜ୍ୟ ସରକାର। କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି ଏସ୍ଆରସି। କରୋନା ସ୍ଥିତ ଦେଖି ଦିନ କର୍ଫ୍ୟୁ ଲାଗୁ କରାଯାଇପାରେ ବୋଲି ସକାଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ।

powered by social2s