ବୁର୍ଲା VIMSAR କୁ ଫେରିଲା କରୋନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୁର୍ଲା: ବୁର୍ଲା VIMSAR ର ହୃଦରୋଗ ବିଭାଗରେ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ବ୍ୟକ୍ତି ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳର ୪୬ ବର୍ଷର ଯୁବକ। ଗତ ୨ ତାରିଖ ଦିନ VIMSAR ରେ ହୋଇଥିଲେ ଭର୍ତି। ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଭାଗ କୁ ସାନିଟାଇଜ କରାଯାଇଛି। କିଛି ଦିନ ପୂର୍ବରୁ VIMSAR ରେ କରୋନା ମାମଲା ଚିହ୍ନଟ ହୋଇଥିଲା।

powered by social2s