ଅନୁଗୁଳ: ଅନୁଗୁଳ ଜିଲ୍ଲା ସାହାଡ଼ାଗୋଡା ଗାଁ ନିକଟରେ ମାଈ ହାତୀର ମୃତ୍ୟ୍ ହୋଇଛି। ସକାଳୁ ହାତୀର ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ। ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ବନ ବିଭାଗ ତଦନ୍ତ ଆରମ୍ଭ କରିଛି।
powered by social2s