କେନ୍ଦ୍ରାପଡ଼ା : ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ କୁକୁଡ଼ା ମଡ଼କ ଦେଖାଦେଇଛି। ଡେରାବିଶର ଏକ ଫାର୍ମରେ ୨୭ଟି କୁକୁଡ଼ା ମାରିଥିବା ସୂଚନା। କୁକୁଡ଼ା ମଡ଼କ ଯୋଗୁଁ ବାର୍ଡ ଫ୍ଲୁ ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ।
powered by social2s