ଦିଲ୍ଲୀ ଏମ୍ସକୁ ଏଆରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଦିଲ୍ଲୀ ଏମ୍ସକୁ ଏଆରଲିଫ୍ଟ ହେବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତା। ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି। ଅଧିକ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ସ୍ଥାନାନ୍ତର କରାଯିବ ବୋଲି କହିଲେ ପୀଡ଼ିତାଙ୍କ ଭାଇ। ଏହି ଘଟଣାରେ ପୀଡ଼ିତାଙ୍କ ଦୁଇ ସାଙ୍ଗଙ୍କୁ ଓ ୧୦ ଜଣ ମହିଳାଙ୍କୁ ଜେରା କରୁଛି ବଳଙ୍ଗା ପୋଲିସ।

powered by social2s