ଦିଲ୍ଲୀ ଏମ୍ସକୁ ଏଆରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ଏଆରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା। ଅଧିକ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ସ୍ଥାନାନ୍ତର କରାଯାଇଛି ବୋଲି କହିଲେ ପୀଡ଼ିତାଙ୍କ ଭାଇ। ଏମ୍ସ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଗ୍ରୀନ କରିଡର ମାଧ୍ୟମରେ ବିମାନ ବନ୍ଦର ନିଆଯାଇଥିଲା। ବିମାନ ବନ୍ଦରରୁ ତାଙ୍କୁ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଦିଲ୍ଲୀ ନିଆଯାଇଛି।

powered by social2s