ବାଲେଶ୍ୱର ଝିଅକୁ ନ୍ୟାୟ ମିଳିବ : କ୍ରାଇମ ବ୍ରାଞ୍ଚ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବହୁତ ପ୍ରମାଣ ମିଳିଛି ବୋଲି କହିଲେ କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ଡିଜି ସୂଚନା ଦେଇଛନ୍ତି ଯେ, ଜୁନ ୩୦ ତାରିଖରେ ପୀଡ଼ିତା ଅଭିଯୋଗ ଆଣିଥିଲେ। କଲେଜ ଏକ କମିଟି ଗଠନ କରିଥିଲା। ଆଇଜି ଏସ ସାଇନି ଘଟଣାର ତଦନ୍ତ କରୁଛନ୍ତି। ଦୋଷୀକୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ। ଏହା ଆମର ଦାୟିତ୍ୱ। ସାକ୍ଷୀ ମାନଙ୍କ ବୟାନ ନେବାର ଅଛି। ସିସିଟିଭି ଭିଡିଓ ଆଧାରରେ ତଦନ୍ତ ଚାଲିଛି। ସମସ୍ତଙ୍କ ବୟାନ ଅଲଗା ଅଲଗା ରହୁଛି। ସଠିକ ତଦନ୍ତ କରି ଝିଅକୁ ନ୍ୟାୟ ଦିଆଯିବ।

powered by social2s