ସମ୍ୱଲପୁର: ପୁଣି ଖୋଲିଲା ସମ୍ବଲପୁର ଜିଲ୍ଲା ହୀରାକୁଦ ଡ୍ୟାମର ୪ଟି ଗେଟ୍। ଏବେ ମୋଟ୍ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଚାଲିଛି। ବାମ ପାର୍ଶ୍ୱର ୫ଟି ଓ ଡାହାଣ ପାର୍ଶ୍ୱର ୩ଟି ସ୍ଲୁଇସ୍ ଗେଟ୍ ଖୋଲିଥିବା ସୂଚନା।
powered by social2s