କଟକ: ସବ୍ ଇନ୍ସ୍ପେକ୍ଟର (ଏସ୍ ଆଇ) ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୩ ବର୍ଷ କୋହଳ କଲେ ଓଡ଼ିଶା ସରକାର ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡଭୋକେଟ ଜେନେରାଲ। ୯୩୩ ପଦବୀରେ ନିଯୁକ୍ତି ପାଇଁ ଜାରି ହୋଇଥିଲା ବିଜ୍ଞପ୍ତି। ବୟସ ସୀମା କୋହଳ ଦାବିରେ କୋର୍ଟ ଯାଇଥିଲେ ଆଶାୟୀ।
powered by social2s