ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗାନ୍ଧୀନଗରରେ ୪ ଗୋରୁଙ୍କୁ ଏସିଡ୍ ମାଡ଼ ହୋଇଛି। ଜଣଙ୍କ ବାଡ଼ ଘରେ ଗାଇ ପଶିଯିବାରୁ ଏସିଡ୍ ମାଡ଼ କରାଯାଇଥିବା ସୂଚନା। ଏନେଇ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ଗୋରୁ ମାଲିକ।
powered by social2s