ଆଜି କଟକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଆଜି ଖୋଲା ରହିବ କଟକର ସବୁ ସରକାରୀ କାର୍ଯ୍ୟାଳୟ। ଲଘୁଚାପ ବର୍ଷା ଦୃଷ୍ଟିରୁ ଜଳବନ୍ଦୀ ସମସ୍ୟା ଉପୁଜିବା ଆଶଙ୍କାରେ ନିର୍ଦେଶନାମା ଜାରି କରାଯାଇଛି। କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ।

powered by social2s