ପରିମଳ କର୍ମଚାରୀଙ୍କୁ ମିଳିବ ଜୀବନ ବୀମା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାର ପରିମଳ କର୍ମଚାରୀଙ୍କୁ ମିଳିବ ଜୀବନ ବୀମା। ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଦେବେ ରାଜ୍ଯ ସରକାର ଲ ଗ୍ରେଡ-୧ ପରିମଳ କର୍ମଚାରୀଙ୍କୁ ମିଳିବ ଜୀବନ ବୀମା। ମୋବାଇଲ, ଜରୁରୀ ସେବା ବି ଯୋଗାଇ ଦିଆଯିବ। ଆବାସରେ ବାସଗୃହ ପାଇଁ ବି ସମସ୍ତଙ୍କୁ ମିଳିବ ସହାୟତା।

powered by social2s