ଭୁବନେଶ୍ବର: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା ରହିଛି। ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଚନ୍ଦ୍ରଶେଖର ପାଢୀ। ପାଢୀ କହିଛନ୍ତି ଯେ ଆସନ୍ତା କାଲି ୧୦ ଟାରେ ରାଜଘାଟରେ ପଶିବ ବନ୍ୟା ଜଳ। ଏହା ଦ୍ଵାରା ବାଲେଶ୍ଵରର ୩ ବ୍ଲକ-ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ଵର ପୁଣି ପ୍ରଭାବିତ ହେବ। ବୈତରଣୀ ଓ ଜଳକା ବେସିନରେ ଅତିପ୍ରବଳ ବର୍ଷା ହୋଇଛି।
powered by social2s

