କଟକ: କଟକ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବା ପରେ ବୃଦ୍ଧି ପାଉଛି ଜଳସ୍ତର। ବର୍ତ୍ତମାନ କଟକ ମୁଣ୍ଡଳୀରେ ଜଳସ୍ତର ୪ ଲକ୍ଷ ୩୬ ହଜାର ୮୦୩ ରହିଛି। ହୀରାକୁଦରୁ ୨୦ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ ହେଉଛି। ବାଲେଶ୍ବର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ରାଜଘାଟ ନିକଟରେ ବିପଦ ସଙ୍କେତ ନିକଟରେ ଜଳ ପ୍ରଭାବିତ ହେଉଛି। ବିପଦ ସଙ୍କେତ ୧୦.୩୬ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୯.୧୬ ମିଟର ରହିଛି।
powered by social2s

