ବ୍ରାହ୍ମଣୀ ନଦୀରେ ବୁଡ଼ି ଅବସରପ୍ରାପ୍ତ ଶିକ୍ଷକ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଚହଟା ଗାଁ ର ଅବସରପ୍ରାପ୍ତ ଶିକ୍ଷକ। ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉଚ୍ଛୁଳୁଛି ବୈତରଣୀ ଓ ଜଳକା ନଦୀ। ତେବେ ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ।

powered by social2s