ଗିରଫ ପରେ ବିଜେଡିରୁ ସସ୍‌ପେଣ୍ଡ ହେଲେ ଅମରେଶ ଜେନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେଲେ ଅମରେଶ ଜେନା। କର୍ପୋରେଟର ଅମରେଶଙ୍କୁ ସସ୍‌ପେଣ୍ଡ କଲା ବିଜେଡି। ଅମରେଶ ଗିରଫ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି ଅମରେଶ। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଗିରଫ କଲା କମିଶନରେଟ ପୋଲିସ।

powered by social2s