ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ୩ଟି ସ୍ଥାନକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ। ସଂକ୍ରମଣ ରୋକିବା ପାଇଁ ବନଡେଗା, ଲୁଲୁକିଡିହି ଓ ମୁରକିଆ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସପ୍ତାହକ ଭିତରେ ମୁରକିଆ ରୁ ୨୪ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ବନଡେଗା ଅଞ୍ଚଳରୁ ୨୫ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି।
powered by social2s

