କୋଭିଡ ମୁକାବିଲା ପାଇଁ ବିଏମସିରେ ଯୋଗଦେଲେ ୩୦ ଆୟୁଷ ଡାକ୍ତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କୋଭିଡ ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମରେ ଯୋଗଦେଲେ ୩୦ ଆୟୁଷ ଡାକ୍ତର। କରୋନା ର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଦିଆଯାଇଛି ନିଯୁକ୍ତି। କଣ୍ଟାକ ଟ୍ରେସିଙ୍ଗ, ଟିକାକରଣ ଓ ପୃଥକବାସରେ ସାହାଯ୍ୟ କରିବେ ଡାକ୍ତର।

powered by social2s