କଟକରେ କୋଭିଡ ମୁକାବିଲା ପାଇଁପ୍ରଶାସନର ପ୍ରସ୍ତୁତି। SCB କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୫0 କୁବଢାଇବାକୁନିଷ୍ପତ୍ତି। ପୂର୍ବରୁସେବା ଯୋଗାଇଥିବା ଘରୋଇ କୋଭିଡ ହସ୍ପିଟାଲକୁନିର୍ଦ୍ଦେଶ । ପୁଣିକାର୍ଯ୍ୟକ୍ଷମ କରିବା ଲାଗିପ୍ରସ୍ତୁତ ରହିବାକୁନିର୍ଦ୍ଦେଶ । କୋଭିଡ ସମୀକ୍ଷା ବୈଠକ ପରେ କେନ୍ଦ୍ରାଞ୍ଚଳ RDC ଅନିଲ ସାମଲଙ୍କ ସୂଚନା । ରାଜ୍ୟରେ କମ ଦିନରେ ମିଳିବ ଜାତି, ଆୟ, ସମ୍ପତ୍ତିଓ ଆବାସିକ ପ୍ରମାଣପତ୍ର । ସବୁ ଜିଲ୍ଲାପାଳଙ୍କୁରାଜସ୍ୱ ବିଭାଗ ପ୍ରମୁଖ ସଚିବ ଵିଷ୍ଣୁପଦ ସେଠୀଙ୍କ ଚିଠି। ଏଣିକି୧୦ ଦିନରେ ମିଳିବ ଜାତି,ଆୟ, ସମ୍ପତ୍ତିଓ ଆବାସିକ ପ୍ରମାଣପତ୍ର। ପୂର୍ବରୁଏହିସେବା ୧୫ ଦିନ ମଧ୍ୟରେ ଯୋଗାଇବାକୁନିର୍ଦେଶ ଥିଲା। ଏଣିକିଜାତିପ୍ରମାଣପତ୍ର ୩୦ ଦିନ ବଦଳରେ ୧୫ ଦିନ ମଧ୍ୟରେ ମିଳିବ। ଏଣିକିଉତ୍ତରାଧିକାରୀ ପ୍ରମାଣପତ୍ର ଥରେ ମାତ୍ର ପ୍ରଦାନ କରାଯିବ। ବିଭିନ୍ନ ଉଦେଶ୍ୟରେ ଏଥିପାଇଁବାରମ୍ବାର ଆବେଦନ କରିବାକୁପଡିବନୀ।
powered by social2s

