ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାରେ ନାଇଟ୍ କର୍ଫ୍ୟୁ ସହାୟକ ହେବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି। କ୍ଲବ ଓ ପାର୍ଟିରେ ହେଉଥିବା ଭିଡକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁ ଜରୁରୀ। ବର୍ତ୍ତମାନ ଭାଇରସ୍ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଛତିଶଗଡ଼ ସୀମାରେ ଲୋକଙ୍କ ଯାତାୟତ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢୁଥିବା ଜଣାପଡିଛି। ତେଣୁ ସମସ୍ତେ ସଜାଗ ରହିବା ପାଇଁ ସେ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।
powered by social2s