କୁକୁର କାମୁଡ଼ାରେ ୨ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଲାଙ୍ଗିର: କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା। ମୃତକ ୨ ଜଣ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ଼ ଗାଁର। ଗତ ୨୩ ତାରିଖରେ କୁକୁର କାମୁଡ଼ାରେ ଦୁଇ ଜଣ ଗୁରୁତର ହୋଇଥିଲେ।

powered by social2s