ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଆରମ୍ଭ ହୋଇଛି। ୧୮ଟି ଇଭେଣ୍ଟରେ ଭାଗ ନେଇଛନ୍ତି ୧୭ ଦେଶର ୧୬୦ ପ୍ରତିଯୋଗୀ। ବିଶ୍ବସ୍ତରୀୟ କ୍ରୀଡା ମହାକୁମ୍ଭରେ ଯୋଗ ଦେବାକୁ ଓଡ଼ିଶାରେ ଦେଶ ବିଦେଶର ଖେଳାଳି। ପ୍ରଥମ ଥର ପାଇଁ ଭାରତରେ ହେଉଛି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ।
powered by social2s

