ପୁରୀ: ପୁରୀ ଶ୍ରୀମନ୍ଦିର ନିକଟରେ ପୋଲିସର କୋଭିଡ ନିୟନ୍ତ୍ରଣ ଅଭିଯାନ ଆରମ୍ଭ ହୋଇଛି। ସିିଂହଦ୍ଵାର ଥାନା ପକ୍ଷରୁ ୩ଟିଟିମ ଗଠିତ ହୋଇ ଯାଞ୍ଚ କଡାକଡି କରାଯାଇଛି। ମକ୍ଦ୍ରିଲରେ ସାମିଲ ହେଲେ ଏସ୍ପି କନବର ଵିଶାଲ ସିିଂହ। ସାମାଜିକ ଦୂରତା, ମାସ୍କ ଓ ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଉଛି।
powered by social2s

