କେନ୍ଦୁଝର/ବ୍ରହ୍ମପୁର: ସାପ କାମୁଡ଼ାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝରରେ ୨ ଓ ଗଞ୍ଜାମରେ ୨ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଘସିପୁରା ରାଧିକାଦେଇପୁରରେ ୨ ଜଣ ପ୍ରାଣ ହରାଇଥିବା ସୂଚନା। ଶୋଇଥିବା ବେଳେ ମାଆ ଓ ପୁଅଙ୍କୁ କାମୁଡ଼ିଥିଲା ସାପ। ଗଞ୍ଜାମ ଜିଲ୍ଲା ଜରଡା ଥାନା ପାତ୍ରପୁର ବ୍ଲକ ବିଲୁ ଗାଁରେ ସାପ କାମୁଡ଼ାରେ ମାଇଁ ଓ ଭାଣିଜୀଙ୍କ ମୃତ୍ୟୁ ହୋଇଛି।
powered by social2s

