ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ଦୁଇ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ଏଏସ୍ ପି ରବୀନ୍ଦ୍ର ପଣ୍ଡା ପାଇବେ ରାଷ୍ଟ୍ରପତି ପଦକ। କମାନ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ସୁଚନା ଅନୁଯାୟୀ, ୯ ଜଣଙ୍କୁ ମିଳିବ ସାହାସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣ ହେବେ ସମ୍ମାନିତ। ଦେଶର ୧୦୯୦ ଜଣଙ୍କୁ ମିଳିବ ସମାନ। ୨୩୩ ଜଣ ପାଇବେ ସାହାସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ନିମନ୍ତେ ୭୫୮ ଜଣ ହେବେ ସମ୍ମାନିତ।
powered by social2s

