ଭିସୁଟରେ ଲାଗୁ ହେଲା ଡ୍ରେସ କୋଡ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ପ୍ରଥମ ଥର ପାଇଁ ସମ୍ବଲପୁର ଭିସୁଟରେ ଲାଗୁ ହେଲା ଡ୍ରେସ କୋଡ୍‌। ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ ହୋଇଛି। ଚଳିତବର୍ଷରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ପିନ୍ଧିବେ ୟୁନିଫର୍ମ ଛାତ୍ରଙ୍କ ପାଇଁ ଫର୍ମାଲ ପେଣ୍ଟ ଓ ସାର୍ଟ । ଛାତ୍ରୀ ପିନ୍ଧିବେ ସାଲୱାର କମିଜ୍‌।

powered by social2s