ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ବାଲି ସାହିରେ ପେଟ୍ରୋଲ ବ୍ୟାରେଲ୍ ଫାଟି ଜଳିଗଲା ଘର । ଘଟଣା ଘଟିଛି ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଘର ଭିତରେ ଥିବା ପେଟ୍ରୋଲ ବ୍ୟାରେଲରେ। କୌଣସି କାରଣ ବସତଃ ନିଆଁ ଲାଗିଥିବା ସୂଚନା। ପରେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।
powered by social2s

