ଭୁବନେଶ୍ୱର ଉପକଣ୍ଠରେ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ଗାଁରେ ନିଜକୁ ଜାଳିଦେଲେ ଯୁବକ। ଗୁରୁତର ଯୁବକ ଜଣକ ସ୍ମୃତି ରଞ୍ଜନ ମାଠିଆ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲିପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏମ୍ସ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଯୁବକଙ୍କ ଶରୀରର ପ୍ରାୟ ୮୦% ଜଳି ଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଜାଳି ଦେଇଥିବା ସୂଚନା।

powered by social2s