ଶ୍ରୀମନ୍ଦିରକୁ ଚଢ଼ୁଥିବା ଉଦ୍ୟମ ବେଳେ ଧରାପଡ଼ିଲେ ଜଣେ ବ୍ୟକ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିରକୁ ଚଢ଼ୁଥିବା ଉଦ୍ୟମ କରୁଥିବା ବେଳେ ଧରାପଡ଼ିଲେ ଜଣେ ବ୍ୟକ୍ତି। ବ୍ୟକ୍ତି ଜଣକ ବିହାରର ହୋଇଥିବା ସୂଚନା। ତାଙ୍କ ମାନସିକ ସ୍ଥିତି ଦୁର୍ବଳ ଥିବା ଜଣାପଡ଼ିଛି। ବେହେରଣ ଦ୍ଵାର ଦେଇ ୭ ଫୁଟ୍ ଚଢ଼ିଯାଇଥିଲେ। ବ୍ୟକ୍ତି ଜଣକୁ ଧରିଲା ଜଗନ୍ନାଥ ମନ୍ଦିର ପୋଲିସ୍।

powered by social2s