ଶ୍ରୀମନ୍ଦିର ଉପରେ ଚଢ଼ିବାକୁ ଉଦ୍ୟମ ବେଳେ ଧରା ପଡ଼ିଲେ ଯୁବକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଲେ ଜଣେ ଯୁବକ। ଯୁବକ ଜଣକ ଉତ୍ତର ପ୍ରଦେଶର ମନୋଜ ସିଂ। ବେହରଣ ଦ୍ଵାର ଦେଇ ପ୍ରାୟ ୫ ଫୁଟ୍ ଉପରକୁ ଚଢ଼ୁଥିବା ବେଳେ ଯୁବକଙ୍କୁ କାବୁ କଲେ ସୁରକ୍ଷାକର୍ମୀ। ଯୁବକ ଜଣକ ସିଂହଦ୍ଵାର ଥାନା ପୋଲିସ ଦ୍ବାରା ଅଟକ ଥିବା ସୂଚନା।

powered by social2s