ଆମ ଶାସନ ବ୍ୟବସ୍ଥାର ଶୁଭାରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆମ ଶାସନ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୂଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆମ ଶାସନରେ ସ୍ବଚ୍ଛତା ଓ ପାରଦର୍ଶିତାରେ ଉନ୍ନତି ଆସିବ। ସରକାର ଓ ଲୋକଙ୍କ ଭିତରେ ଦୂରତା କମିବ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ବି ଲୋକଙ୍କ ମତାମତ ନେବେ। ଲୋକଙ୍କ ମତାମତକୁ ଆଧାର କରି ପଦକ୍ଷେପ ନିଆଯିବ।

powered by social2s