ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ପୁଣି ଧରା ପଡ଼ିଲା ଚଷମା କ୍ୟାମେରା । ବିଡିଓ ସୁଟିଂ କରୁଥିବା ବେଳେ ଜଣେ ଭକ୍ତଙ୍କୁ ଧରିଲେ ଜଗନ୍ନାଥ ମନ୍ଦିର ପୋଲିସ୍। କୋଲକାତାର ଅରୂପ ରାୟ ନାମକ ଭକ୍ତ ଚଷମା କ୍ୟାମେରା ନେଇ ଧରାପଡ଼ିବା ପରେ ତାଙ୍କୁ ସିଂହଦ୍ଵାର ଥାନା ପୋଲିସ୍ ଜିମ୍ମା ଦେଲେ ଜଗନ୍ନାଥ ମନ୍ଦିର ପୋଲିସ୍। ପୂର୍ବରୁ ମଧ୍ୟ ଚଷମା କ୍ୟାମେରା ସହ ଜଣେ ଭକ୍ତ ଧରା ପଡ଼ିଥିଲେ।
powered by social2s

