ମା' ସମଲେଶ୍ବରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ଆଜି ପବିତ୍ର ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା। ଏହି ଅବସରରେ ମା' ସମଲେଶ୍ବରୀଙ୍କ ପୀଠରେ ଲାଗି ହେଲା ନବାନ୍ନ। ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଲାଗି ହେଲା ନବାନ୍ନ। ଶୁଭ ଲଗ୍ନ ୧୦:୩୩ ରୁ ୧୦:୫୫ ମଧ୍ୟରେ ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ଘରୁ ଆସିଥିବା ନବାନ୍ନ। ଘଣ୍ଟ ବାଦ୍ୟାରେ ଦୁଲୁକୁଛି ସମଲେଶ୍ଵରୀ ମନ୍ଦିର।

powered by social2s