ଭୁବନେଶ୍ୱର ୯.୪.୨୧: ୱିନର ଆସୋସିଏନର, ଶହୀଦନଗର ଠାରେ ରୋଲ ବଲ ସ୍କେଟିଂ ଖେଳ ଉଦଘାଟନ କରାଯାଇଛି।
ଖେଳଟି ପ୍ରଥମେ ଭାରତରୁ ଆରମ୍ଭ ହୋଇ ବର୍ତ୍ତମାନ ବିଶ୍ୱର ୬୦ ଟି ଦେଶରେ ଖେଳା ଯାଉଛି। ଖେଳ ଟି ବହୁତ ଆକର୍ଷଣୀୟ ଅଟେ। ୱିନର ଆସୋସିଏସନ୍, ସହିଦନଗର ଉଦଘାଟିତ ଖେଳରେ ମୁଖ୍ୟ ଅତିଥି ଭାବେ ସୌର୍ଯ୍ୟ କୁମାର ପରିଜା, ଉମାନାଥ ମିଶ୍ର, ରୋଲ ବଲ ଆସୋସିଏସନ୍ର ସଂପାଦକ ପାର୍ଥସାରଥୀ ଜେନା, ଚିନ୍ମୟ ମହାପାତ୍ର ସମ୍ପାଦକ, ଝାରସୁଗୁଡା ରୋଲ୍ ବଲ ଆସୋସିଏସନ୍, ବିଜୟ କୁମାର ବ୍ରହ୍ମା, ଶାଶ୍ବତୀ ମିଶ୍ର, ନାରାୟଣ ମହାପାତ୍ର, ପଙ୍କଜ ପଟ୍ଟନାୟକ, ରୁଦ୍ର ନାରାୟଣ ସାମନ୍ତରାୟ, ଲଳିତ ମୋହନ ପଣ୍ଡା, ନିକୁଞ୍ଜ ମହାନ୍ତି, ପ୍ରଭାତି କର, ଲାଲା ରାୟ,ସନ୍ତୋଷ ରାଓ, ଭବାନି ଶଙ୍କର ଜେନା, ଦେବାଶିଷ ମହାରଣା, ମଳୟ ଜେନା ଓ କ୍ଳବର ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ହୋଇ ଖେଳାଳି ମାନକୁ ଉତ୍ସାହିତ କରିଥିଲେ।
powered by social2s

