ଭୁବନେଶ୍ୱର: ଭୁବନେଶ୍ୱରରେ ୧୪ ଦିନିଆ ମାସ୍କ ଅଭିଯାନ ପାଇଁ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। କମିଶନରେଟ ପୋଲିସ ପକ୍ଷରୁ ୨୫ ଟି ଟିମ ଗଠନ କରାଯାଇଥିବା ସୂଚନା ମିଳିଛି। ମାର୍କେଟ ବିଲ୍ଡିଂଗ, ହାଟ ଓ ବଜାରରେ ୨୦ ଟି ଟିମ ସାଧା ପୋଷାକରେ ଯାଞ୍ଚ ଜାରି ରଖିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୧୪ ଦିନିଆ ମାସ୍କ ଅଭିଯାନର ଘୋଷଣା କରିଥିଲେ।
powered by social2s