ରାଜସ୍ବ ସଂଗ୍ରହରେ କୋରାପୁଟ ମ୍ୟୁନିସିପାଲିଟି ପୁରସ୍କୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ରାଜସ୍ବ ସଂଗ୍ରହରେ କୋରାପୁଟ ମୁନିସିପାଲିଟି ନିଜସ୍ୱ ରାଜସ୍ବ ସଂଗ୍ରହରେ ପୁରସ୍କୃତ ହୋଇଛି l ଆଜି ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ମୁନିସିପାଲିଟି ପୁରସ୍କୃତ କରିଛନ୍ତି l କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଏବଂ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ପ୍ରମାଣପତ୍ର ସହ ୩କୋଟି ଟଙ୍କାର ପ୍ରୋତ୍ସାହନ ଅନୁଦାନ ରାଶିର ଚେକ ଗ୍ରହଣ କରିଥିଲେ l

powered by social2s