ମାଲକାନଗିରି ଘଡ଼ାଇ ବିଜ୍ଞାନ କଲେଜ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମାଲକାନଗିରି ଘଡ଼ାଇ ବିଜ୍ଞାନ କଲେଜ ମଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ସୂଚନା ମିଳିଛି। ଜଣେ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ ନିଆଯାଇଛି ପଦକ୍ଷେପ। ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟ ଜାରି ରହିଛି।

powered by social2s