ଭୁବନେଶ୍ୱର: ଭାରତରେ ଦୃଶ୍ୟମାନ ହେଲା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ରାତି ୧ଟା ୨୬ ମିନିଟ୍ ୩୨ ସେକେଣ୍ଡରେ ଗ୍ରହଣ ମୋକ୍ଷ ହୋଇଥଲା। ଗ୍ରହଣ ଅବଧି ୩ ଘଣ୍ଟା ୨୯ ମିନିଟ ୨୫ ସେକେଣ୍ଡ ରହିଥିଲା। ୮୨ ମିନିଟ ଧରି ଦୃଶମାନ ହେଲା ବିରଳ ଲାଲ ଜହ୍ନ। ନ୍ୟୁଜିଲାଣ୍ଡରେ ଦୃଶମାନ ହେଲା ବିରଳ ଲାଲ ଜହ୍ନ। ଓଡ଼ିଶାର ପୁରୀରେ ଦୃଶ୍ୟମାନ ହେଲା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ।
powered by social2s

