ଭୁବନେଶ୍ବର: ଭୁବନେଶ୍ବର ରାଜଭବନ ସମ୍ମୁଖରେ ବିଜେଡି-ପୋଲିସ ମୁହାଁମୁହିଁ ହୋଇଛନ୍ତି। ବ୍ୟାରିକେଡ୍ ଭାଙ୍ଗି ରାଜଭବନ ଯିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି ହୋଇଛି। ସାରର ଅଭାବୀ ବିକ୍ରି ପ୍ରସଙ୍ଗରେ ବିକ୍ଷୋଭ କରୁଛି ବିଜେଡି। ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଲେ ବିଜେଡି ନେତା।
powered by social2s

