ଭୁବନେଶ୍ବର: ଭୁବନେଶ୍ବରରେ ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ କରିଛନ୍ତି ଜଣେ ଅସାମାଜିକ ଯୁବକ। ପ୍ରତିବାଦ କରିବାରୁ ଯୁବତୀଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ କଲେ ଯୁବକ। ତଳେ ପକାଇ ଗୋଇଠା, ବିଧା ମାରିଲେ ଯୁବକ। ସାହାଯ୍ୟ କରିବାକୁ ଆସିଲେନି ଲୋକେ ଗ୍ୟାରେଜ୍ ଛକ ନିକଟରେ ଘଟିଛି ଏହି ଘଟଣା। ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କଲେ ପୀଡ଼ିତା। ସିସିଟିଭି ଯାଞ୍ଚ୍ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍।
powered by social2s

