ଜନସାଧାରଣଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ଅଫିସ ମନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ଼: ଜନସାଧାରଣଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତେ ସରକାରୀ କାର୍ଯ୍ୟାଳୟ ମନା। ମେଲ କିମ୍ବା ହେଲ୍ପଲାଇନ ନୁମ୍ବରରେ ଅଭିଯୋଗ ଜଣାଇବାକୁ ପରାମର୍ଶ ଦେଲେ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

powered by social2s