+୩ ପରୀକ୍ଷା ବାତିଲ ଦାବି ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟର +୩ ପରୀକ୍ଷା ବାତିଲ ଦାବି ନେଇ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିଜ ଦାବି ନେଇ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। 

ପୂର୍ବରୁ ଏପ୍ରିଲ ୧୯ ତାରିଖ ଠାରୁ ବାର୍ଷିକ ପରୀକ୍ଷା କରାଯିବ ବୋଲି ନୋଟିସ ଜାରି କରାଯାଇଛି। 

ତେଣୁ ପୁନଃ ସମୀକ୍ଷା ପାଇଁ ଲିଖିତ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ।

 

powered by social2s