ପୋଲ ନିକଟରୁ ବାଲି ଖନନ ନିଷେଧ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ପୋଲ ନିକଟରୁ ବାଲି ଖନନ ନିଷେଧ କଲେ ଓଡ଼ିଶା ସରକାର। ନିୟମ କଡ଼ାକଡ଼ି ପାଳନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ବାଲି ଖନନ ପାଇଁ ଦୁର୍ବଳ ହେଉଛି ବ୍ରିଜ୍‌ ଓ ରେଳ ଟ୍ରାକ। ରେଳ ଟ୍ରାକରୁ ୧୦୦ ମିଟର ପରିଧିରେ ଖନନ ନିଷେଧ କରାଯାଇଛି। ଟାଙ୍କି, କେନାଲର ୫୦ ମିଟର ପରିଧିରେ ଖନନ ନିଷେଧ ହୋଇଥିବା ଜଣାପଡ଼ିଛି।

powered by social2s