କଟକ: ଦୂର୍ଗା ପୂଜା ପାଇଁ କଟକରେ ମୁତୟନ ହେବେ ୧୨୨ ପ୍ଲାଟୁନ ପୋଲିସ ଫୋର୍ସ । ସହରରେ ୬୦୦ ଅଧିକାରୀ, ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସହ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।
ଏହା ବ୍ୟତୀତ, ସି ଆର୍ ପି ଏଫ୍ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ମଧ୍ଯ ମୁତୟନ ହେବେ।
ବିଭିନ୍ନ ସ୍ଥାନରେ ସିସିଟିଭି ସହ ଜଗିବ ଡ୍ରୋନ୍ । ଏହି ସୂଚନା ଦେଲେ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ।
powered by social2s

